ETV Bharat / bharat

୨ କୁଖ୍ୟାତ ଆତଙ୍କୀଙ୍କୁ ଗିରଫ କଲା ଶ୍ରୀନଗର ପୋଲିସ

author img

By

Published : May 23, 2022, 9:16 AM IST

୨ କୁଖ୍ୟାତ ଆତଙ୍କୀଙ୍କୁ ଗିରଫ କଲା ଶ୍ରୀନଗର ପୋଲିସ୨ କୁଖ୍ୟାତ ଆତଙ୍କୀଙ୍କୁ ଗିରଫ କଲା ଶ୍ରୀନଗର ପୋଲିସ
୨ କୁଖ୍ୟାତ ଆତଙ୍କୀଙ୍କୁ ଗିରଫ କଲା ଶ୍ରୀନଗର ପୋଲିସ

ଲସ୍କର-ଏ-ତୋଏବା ଓ ଟିଆରଏଫର ୨ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କଲା ଶ୍ରୀନଗର ପୋଲିସ । ଏଥି ସହ ସେମାନଙ୍କ ନିକଟରୁ ବିପୁଳ ମାରଣା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଅଧିକ ପଡନ୍ତୁ

ଶ୍ରୀନଗର: ଜମ୍ମୁକାଶ୍ମୀର ପୋଲିସକୁ ବଡ ସଫଳତା । ଲସ୍କର-ଏ-ତୋଏବା ଓ ଟିଆରଏଫର ୨ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କଲା ଶ୍ରୀନଗର ପୋଲିସ । ଏଥି ସହ ସେମାନଙ୍କ ନିକଟରୁ ବିପୁଳ ମାରଣା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଏନେଇ କାଶ୍ମୀର ଜୋନ ପୋଲିସର ଆଇଜିପି ବିଜୟ କୁମାର ସୂଚନା ପ୍ରଦାନ କରିଛନ୍ତି । ଆଜି ଗିରଫ ହୋଇଥିବା ୨ ଆତଙ୍କୀଙ୍କ ଠାରୁ ୧୫ଟି ବନ୍ଧୁକ, ୩୦ଟି ମାଗାଜିନ, ୩୦୦ ରାଉଣ୍ଡ ଅଫୁଟା ଗୁଳି ଓ ସାଇଲେନ୍ସର ଜବତ କରାଯାଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.