ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Nov 29, 2022, 7:02 AM IST

Updated : Nov 29, 2022, 7:59 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

etv bharat odisha news today
News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଆଜିର ବଡ ଖବର
  • ଗୁଜୁରାଟ ବିଧାନସଭା ନିର୍ବାଚନ: ଆଜି ସରିବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ
  • ଆଜି ଗୁଜୁରାଟ ମୋର୍ବିରେ ରାଲି କରିବେ ମୋଦି
  • ପଦ୍ମପୁର ଉପନିର୍ବାଚନ: ଆଜିଠୁ ପ୍ରଚାର ମୈଦାନରେ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ
  • ମେକ ଇନ ଓଡ଼ିଶା କନକ୍ଲେଭ: ଆଜି ରିହର୍ସାଲ
  • ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା
  • ଆଜି ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ
  • ଶ୍ରଦ୍ଧା ହତ୍ୟା ମାମଲା: ଆଜି ଅଭିଯୁକ୍ତ ଅଫତାବର ପଲିଗ୍ରାଫ ଟେଷ୍ଟ
  • ପଦ୍ମପୁରରେ ଆଇଟି, ଜିଏସି ଚଢ଼ାଉର ପ୍ରତିବାଦ: ଆଜି ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ
  • ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ
  • ଫିଫା ବିଶ୍ବ କପ: ଆଜି ନେଦରଲ୍ୟାଣ୍ଡକୁ ଭେଟିବ କତାର
Last Updated : Nov 29, 2022, 7:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.