ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Dec 29, 2022, 7:12 AM IST

news today
news today

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

news today
  • ଆଜି ଭୁବନେଶ୍ବର ଷ୍ଟେସନ ପୁନଃବିକାଶର ଭିତ୍ତିପ୍ରସ୍ତର ସ୍ଥାପନ
  • ଆଜିଠୁ ଓଡିଶାରେ ଗଡିବ ଦୁଇଟି ନୂଆ ଟ୍ରେନ
  • ଆଜି ୧୫୪୧ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ଆଜି ନନ୍ଦନକାନନର ୬୩ତମ ପ୍ରତିଷ୍ଠା ଦିବସ
  • ଆଜି ବିନା ଟିକେଟରେ ବୁଲିପାରିବେ ରାଜ୍ୟ ସଂଗ୍ରହାଳୟ
  • ବରଗଡ ଧନୁଯାତ୍ରାର ଆଜି ତୃତୀୟ ଦିନ
  • ଆଜିଠୁ ଓଡିଶା ଏଫସିର ଏଲିଟ ଯୁବ ଲିଗ ଅଭିଯାନ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.