ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Dec 28, 2022, 7:29 AM IST

NEWS TODAY
NEWS TODAY

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

NEWS TODAY
  • ଆଜି ଓଡିଶା ଆସିବେ ଜେପି ନଡ୍ଡା
  • ରାଜ୍ୟରେ କୋଭିଡ ସ୍ଥିତି ନେଇ ଆଜି ସମୀକ୍ଷା କରିବେ ସ୍ବାସ୍ଥ୍ୟମନ୍ତ୍ରୀ
  • ଆଜି ଶ୍ରୀଜିଉଙ୍କ ରଥ ପାଇଁ କାଠ କଟା
  • ଆଜି ଟେଲିକମ ଅପରେଟରଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ
  • ହକି ବିଶ୍ବକକପ: ଆଜି ରାଉରକେଲାରେ ଅଭ୍ୟାସ କରିବ ଭାରତ
  • ଆଜି ବିଏମସିର କର୍ପୋରେସନ ବୈଠକ
  • ଆଜି ଗୋପାଳପୁର ବେଳାଭୂମୀ ମହୋତ୍ସବର ଶେଷ ଦିନ
  • ଆଜିଠୁ ରାହୁଲ ଗାନ୍ଧୀଙ୍କ ବଙ୍ଗପର୍ବ ଯାତ୍ରା
  • ଆଜି ମଧୁସୂଦନ ଦାସଙ୍କ ତିରୋଧନ ଦିବସ
  • ହକି ବିଶ୍ବକପ: ଆଜିଠୁ ଅନଲାଇନରେ ମିଳିବ ଉଦଘାଟନୀ ଟିକଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.