ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Dec 25, 2022, 6:56 AM IST

ଆଜିର ବଡ ଖବର
ଆଜିର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

News Today
  • ଆଜି ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ।
  • ଜାଡରେ ଥରୁଛି ଓଡିଶା । ଆଜିଠୁ କମିବ ଶୀତ ।
  • ଆଜି ବଡଦିନ । ଧରାପୃଷ୍ଠରେ ଅବତରଣ କରିଛନ୍ତି ଯୀଶୁ ।
  • ଆଜି ପଥ ଉତ୍ସବ ।
  • ଆଜିଠୁ ଓଡିଶା ବୁଲିବ ହକି ବିଶ୍ବକପ୍ ଟ୍ରଫି ।
  • ଆଜି ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ।
  • ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ ମ୍ୟାଚର ଆଜି ଅନ୍ତିମ ଦିନ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.