ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Oct 26, 2022, 6:59 AM IST

Updated : Oct 26, 2022, 7:14 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

etv bharat odisha news today
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର
  • ଆଜି ସଫଳ ପୋର୍ଟାଲର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
  • ଆଜି ଶପଥ ଗ୍ରହଣ କରିବେ ମଲ୍ଲିକାର୍ଜୁନ
  • ମେଡ଼ିକାଲ ନାମଲେଖା: ଆଜି ପ୍ରଥମ ପର୍ଯ୍ୟାୟ ସିଟ ଆଲଟମେଣ୍ଟ
  • ଆଜି ରାଜଧାନୀରେ ପହଞ୍ଚିବ ଆସିଆନ ପ୍ରତିନିଧି ଦଳ
  • ଆଜିଠୁ ଜାତୀୟ ଆଦିବାସୀ ମହୋତ୍ସବ
  • ଆଜି ଗୋଦାବରିଶ ମିଶ୍ରଙ୍କ ଜନ୍ମ ଜୟନ୍ତୀ
  • ଆଜି ଜାତୀୟ କଖାରୁ ଦିବସ
  • U17 ବିଶ୍ବକପ୍: ଆଜି ନାଇଜେରିଆ-କଲୋମ୍ବିଆ ସେମିଫାଇନାଲ
  • T20 ବିଶ୍ବକପ: ଆଜି ଇଂଲଣ୍ଡକୁ ଭେଟିବ ଆୟଲାଣ୍ଡ
Last Updated : Oct 26, 2022, 7:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.