ETV Bharat / bharat

Delhi Bulldozer Action: କାଲି ଆପ୍ ବିଧାୟକଙ୍କ ବୈଠକ ଡାକିଲେ କେଜ୍ରିଓ୍ୱାଲ

author img

By

Published : May 13, 2022, 4:51 PM IST

ରାଜଧାନୀ ଦିଲ୍ଲୀରେ ବିଭନ୍ନ ଅଞ୍ଚଳରେ ହେଉଥିବା ଉଚ୍ଛେଦକୁ ନେଇ ରାଜନୀତ ଥମିବାରେ ନାଁ ନେଉ ନାହିଁ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଆମ ଆଦମୀ ପାର୍ଟିର ସମସ୍ତ ବିଧାୟକଙ୍କ ସହିତ ଏକ ବୈଠକ ଡାକିଛନ୍ତି । ଅଧିକ ପଢନ୍ତୁ

Delhi bulldozer action
Delhi bulldozer action

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିଭନ୍ନ ଅଞ୍ଚଳରେ ହେଉଥିବା ଉଚ୍ଛେଦକୁ ନେଇ ରାଜନୀତ ଥମିବାରେ ନାଁ ନେଉ ନାହିଁ । ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ଆସନ୍ତକାଲି(ଶନିବାର) ଆପର ସମସ୍ତ ବିଧାୟକଙ୍କ ସହିତ ଏକ ବୈଠକ ଡାକିଛନ୍ତି । ଖାସ୍‌ କରି ଦିଲ୍ଲୀରେ ଚାଲିଥିବା ବୁଲଡୋଜର ଆକ୍ସନ ନେଇ ଏହି ବୈଠକ ସେ ଡାକିଥିବା ଜଣାପଡିଛି ।

ସୂଚନା ଅନୁସାରେ ଗତକାଲି ଆମ ଆଦମୀ ପାର୍ଟି ବିଧାୟକ ଅମନତୁହ୍ଲା ଖାନ ଉଚ୍ଛେଦ ପ୍ରକିୟାକୁ ବିରୋଧ କରିବାରୁ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ତେବେ ଦିଲ୍ଲୀ ପୋଲିସର ଏ ଗିରଫଦାରୀକୁ ବିରୋଧ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ବୈଠକ ଡାକିଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.