ETV Bharat / bharat

ପ୍ଲାଷ୍ଟିକରୁ ପେଟ୍ରୋଲ ତିଆରି କରୁଛନ୍ତି ପିଜି ଛାତ୍ର

author img

By

Published : Jan 21, 2020, 8:06 AM IST

waste plastics into crude oil
ପ୍ଲାଷ୍ଟିକରୁ ତେଲ: ପିଜି ଛାତ୍ରଙ୍କ ଉଲ୍ଲେଖନୀୟ ଅବଦାନ

ପ୍ରଦୂଷଣର ଅନ୍ୟ ନାଁ ପ୍ଲାଷ୍ଟିକ ବୋଲି ବିଚାରକୁ ନିଆଯାଇପାରେ । ତେଣୁ ଦେଶରେ ପ୍ଲାଷ୍ଟିକ ମୁକ୍ତ ଆନ୍ଦୋଳନ ଜୋର ଧରିଛି । କିନ୍ତୁ ଏମିତି କିଛି ଅନୁଷ୍ଠାନ ବା ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠି ପ୍ଲାଷ୍ଟିକର ସଦବ୍ୟବହାର କରାଯାଇପାରୁଛି । ଅଦରକାରୀ ପ୍ଲାଷ୍ଟିକର ଅବକ୍ଷୟ ସହ ମୂଲ୍ୟବାନ ସାମଗ୍ରୀ ମିଳିପାରୁଛି । ଅଧିକ ପଢନ୍ତୁ...

ବିଜୟୱାଡା: ବର୍ତ୍ତମାନ ସମୟରେ ପ୍ରଦୂଷଣର ପ୍ରତିଶବ୍ଦ ପାଲଟିଛି ପ୍ଲାଷ୍ଟିକ । ହେଲେ ଏ ପ୍ଲାଷ୍ଟିକର ଉଚିତ ବ୍ୟବହାର ଚମତ୍କାର ସଦୃଶ୍ୟ । ଏଭଳି ଦୃଷ୍ଟିକୋଣ ନେଇ ଉଲ୍ଲେଖୀୟ ସଫଳତା ହାସଲ କରିଛନ୍ତି ବିଜୟୱାଡାର କେବିଏନ କଲେଜର 3 ପିଜି(M.sc) ଛାତ୍ର । ଅଦରକାରୀ ପ୍ଲାଷ୍ଟିକରୁ ଉତ୍ପାଦନ କରିଛନ୍ତି ଶିଳ୍ପାନୁଷ୍ଠାନରେ ବ୍ୟବହୃତ ଅଶୋଧିତ ତୈଳ । ପିଭିସି ଅର୍ଥାତ ପୋଲି ଭିନାଇଲ କ୍ଲୋରାଇଡ ଯୁକ୍ତ ଅଦରକାରୀ ପ୍ଲାଷ୍ଟିକକୁ ତରଳାଇ ବାଷ୍ପ ଆକାରରେ ଉତ୍ପାଦିତ କରିପାରିଛନ୍ତି ଅଶୋଧିତ ତୈଳ ।

ପ୍ଲାଷ୍ଟିକରୁ ପେଟ୍ରୋଲ ତିଆରି କରୁଛନ୍ତି ପିଜି ଛାତ୍ର

ପ୍ରତିଦିନ ହଜାର ହଜାର ସଂଖ୍ୟକ ଅଦରକାରୀ ପ୍ଲାଷ୍ଟିକକୁ ଫିଙ୍ଗାଯାଉଛି । ଯେଉଁଥିରୁ କେତେକ ପୁନଃ ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ ତ ଅନ୍ୟକେତେକ ପ୍ଲାଷ୍ଟିକ ଲେଡ ଓ ପାଇପ । ପ୍ଲାଷ୍ଟିକ ବୋତଲ ଓ କ୍ୟାପ ଉଚ୍ଚ ଗଳନାଙ୍କ ବିଶିଷ୍ଟ ପିଭିସି ଅର୍ଥାତ ପୋଲି ଭିନାଇଲ କ୍ଲୋରଇଡରୁ ପ୍ରସ୍ତୁତ । ଆଉ ଏସବୁ ବାହାର ଫୋପାଡିବା ଦ୍ବାରା ପରିବେଶର ପ୍ରଦୂଷଣର ମାତ୍ର ଦ୍ବିଗୁଣିତ ହୋଇଥାଏ । କିନ୍ତୁ 3 M.sc ଛାତ୍ର ଏହି ପ୍ଲାଷ୍ଟିକକୁ ପୁନଃବ୍ୟବହାର କରିବାକୁ ଯାଇ ଏଥିରୁ ପ୍ଲାଷ୍ଟିକ ଉତ୍ପାଦନ କରିଛନ୍ତି ।

ଶିବା, ପବନ କୁମାର ଓ ହରିଶ କୁମାର ଏହି ତିନି ଅର୍ଗାନିକ କେମେଷ୍ଟ୍ରିର ଛାତ୍ର ସଫଳତାପୂର୍ବକ ଅଦରକାରୀ ପ୍ଲାଷ୍ଟିକରୁ ଅଶୋଧିତ ତୈଳ ବାହାର କରିପାରିଛନ୍ତି। ଆଉ ଏହି ମଡେଲକୁ ସେମାନେ ତାଙ୍କର କଲେଜ ଟେକ ଫିଷ୍ଟରେ ପ୍ରଦର୍ଶନ କରିଥିଲେ । ଅଦରକାରୀ ପିସିଭି ପ୍ଲାଷ୍ଟିକକୁ ତରଳାଇ ବାଷ୍ପ ଆକାରରେ ଉତ୍ପାଦନ କରିପାରୁଛନ୍ତି ଏହି ତୈଳ ।

ପ୍ଲାଷ୍ଟିକରୁ ଅଶୋଧିତ ତୈଳ ଉତ୍ପାଦନ ହୋଇପାରୁଛି । ଏହା 2ଟି ପ୍ରକ୍ରିୟା ଗୋଟିଏ ସ୍ମଲ ସ୍କେଲ ଅନ୍ୟଟି ଲାର୍ଜର ସ୍କେଲ ଦେଇ ଗତି କରିଥାଏ । ଏହାପରେ ପୋଲି ଭିନାଇଲ କ୍ଲୋରାଇଡକୁ ଉତ୍ତପ୍ତ କରାଯିବା ପରେ ସେଥିରୁ ବାଷ୍ପ ଆକାରରେ ଅଶୋଧିତ ତୈଳ ବାହାରିଥାଏ । ପରେ ପାଇରୋଲିସ ପ୍ରକ୍ରିୟାରେ ଅଶୋଧିତ ତୈଳରୁ ପେଟ୍ରୋଲ ମିଳିଥାଏ ବୋଲି ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତାକାରରେ କହିଛନ୍ତି ଶିବା । ଆଉ ପାଇରୋଲିସିସ ପ୍ରକ୍ରିୟାରେ ଏହି ତୈଳରୁ ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ହୋଇପାରୁଛି । ଆଉ ସେମାନଙ୍କ ଦାବି ଅନୁସାରେ 2 କେଜି ଅଦରକାରୀ ପ୍ଲାଷ୍ଟିକରୁ ପାଖାପାଖି 100 ଗ୍ରାମ ଅଶୋଧିତ ତୈଳ ଉତ୍ପାଦିତ ହେଉଛି । ଅନ୍ୟ ଏକ ଛାତ୍ର କୁହନ୍ତି, କ୍ୟାପ ଓ ପାଇପରୁ ମଧ୍ୟ ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରାଯାଇପାରିବ । ହେଲେ ଏଥିପାଇଁ ପ୍ରଫେସରଙ୍କ ମାର୍ଗଦର୍ଶନ ଆବଶ୍ୟକ ।

ପ୍ଲାଷ୍ଟିକରୁ ଅଶୋଧିତ ତୈଳ ମିଳିଥାଏ । ଏହି ପ୍ରୋଜେକ୍ଟରେ, ପୋଲି ଭିନାଇଲ କ୍ଲୋରାଇଡ ଯୁକ୍ତ ପ୍ଲାଷ୍ଟିକକୁ 200 ରୁ 400 ଡିଗ୍ରୀ ସେଣ୍ଟିଗ୍ରେଡରେ ପାଇରୋଲିସ ପ୍ରକ୍ରିୟା ଦେଇ ଯିବାକୁ ପଡେ। ପରେ ଅଶୋଧିତ ତୈଳ ମିଳିଥାଏ । ଏହାପରେ ସେଥିରୁ ପ୍ଲାଷ୍ଟିକ ଓ ଡିଜେଲ ଭଳି ତୈଳ ଉତ୍ପାଦନ କରାଯାଇଥାଏ । ଏହି ପ୍ରକ୍ରିୟା ମାଧ୍ୟମରେ ଆମେ 30ରୁ 40 ଟଙ୍କାର ପେଟ୍ରୋଲ ମିଳିଥାଏ । ସବୁ ପ୍ରକାର ପ୍ଲାଷ୍ଟିକରୁ ବ୍ୟବହାର ପରେ, ପିଭିସି ପାଇପ ଏଥିପାଇଁ ବେଶ ଉପଯୋଗୀ ବୋଲି କହିଛନ୍ତି କେମେଷ୍ଟ୍ରି ବିଭାଗର ମୁଖ୍ୟ ଡ.କ୍ରିଷ୍ଣାବେଣୀ ।

Intro:Body:



Andhra College students convert waste plastic into crude oil





Vijayawada (Andhra Pradesh): Nowadays, any mention of plastic is synonymous with pollution. But with the right approach, plastic can create wonders.



Working on this approach, three M.Sc students of KBN college in Vijaywada have made a remarkable breakthrough in converting waste plastics into crude oil that is widely used in industrial production.



Every day, thousands of tons of plastic waste is disposed of. Some of these are single-use plastics while some others are durable plastic lids and pipes.



High-density plastic is made by the polymerization of Vinyl Chloride. Bottle caps and pipes are made from this material.



By throwing away bottle caps and broken pipes, we are giving rise to pollution. Instead, these three MSc students have found a way to produce petrol by recycling these products. 



Siva, Pawan Kumar and Harish Kumar, students of MSc Organic Chemistry, have succeeded in producing crude oil from plastic wastes. They have showcased the working model in their college tech fest. They have produced crude oil from the vapours emitted by burning PVC plastic waste.  



Speaking to ETV Bharat, Shiva said, "We can extract crude oil from plastic. This can be done in two ways, small scale method and large scale method. When we heat the Polyvinyl Chloride, we get crude oil in the form of vapours. Later, when the crude oil undergoes pyrolysis process, we get petrol." 



Pyrolysis of this crude oil produces petrol and diesel. The students also claimed that they produce 100 gm of crude oil from 2 kg of plastic waste. 



The students also said that disposed plastic cups and pipes can be used to produce petrol and diesel. By combining their intellect with guidance from professors, they are converting waste plastics into crude oil. 



Dr Krishnaveni, Head of Chemistry Department, said that students have worked really hard for this project.



"Our project is on extracting crude oil from plastic. In this project, we used Polyvinyl Chloride plastic and with the process of pyrolysis at 200-400 degree centigrade, we extracted crude oil. From this, using fractional distillation, this crude oil can be converted into different components like petrol or diesel. By this process, we can get petrol at Rs 30-40 per litre. We are preparing this from the plastic waste out of PVC pipes. We have tried different types of plastics but the output from PVC pipes was good," said Krishnaveni.  





----------------------------------------------------







Vijayawada, Andhra Pradesh

..............................................................................................................................



VO: Nowadays, any mention of plastic is synonymous with pollution. But with the right approach, plastic can create wonders. 



Working on this appoach, three M.Sc students of KBN college in Vijayawada have made a remarkable breakthrough in converting waste plastics into crude oil that is widely used in industrial production.

GFX: Students of KBN college convert waste plastic into crude oil



These students have produced crude oil from the vapors emitted by burning PVC plastic waste.  They also claimed that they produce 100 gm of crude oil from 2 kg of plastic waste.



GFX: Students have produced crude oil from vapours emitted by burning PVC plastic waste



BYTE 1:  (Shiva, Student- 2nd year, M.Sc)- duration: 0.00 to 00.23)

Byte Translation: "We can extract crude oil from plastic. This can be done in two ways, small scale method and large scale method. When we heat the Polyvinyl Chloride, we get crude oil in the form of vapours. Later, when the crude oil undergoes pyrolysis process, we get the petrol." 



BYTE 2: (Dr. Krishnaveni, HOD Dept of Chemistry- duration: 1.55 to 2.19- 2.28 to 2.52)



Byte translation: "Our project is on extracting crude oil from plastic. In this project, we used Polyvinyl Chloride plastic and with the process of pyrolysis at 200-400 degree centigrade, we extracted crude oil. From this, using fractional distillation, this crude oil can be converted into different components like petrol or diesel. By this process, we can get petrol at Rs 30-40 per litre. We are preparing this from the plastic waste out of PVC pipes. We have tried different types of plastics but the output from PVC pipes was good."





It is to be noted that every day, thousands of tons of plastic waste is disposed. Some of these are single use plastics while some others are durable plastic lids and pipes.

GFX: Students claim that they produce 100 gm of crude oil from 2 kg of plastic waste 





An ETV Bharat 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.