ETV Bharat / bharat

ଯାତ୍ରୀଙ୍କୁ ବଞ୍ଚାଇବାକୁ ଟ୍ରାକକୁ ଡେଇଁଲେ ଆରପିଏଫ କନେଷ୍ଟବଳ, ଦେଖନ୍ତୁ ଭିଡିଓ

author img

By

Published : Dec 5, 2019, 7:12 PM IST

RPF Jawan risks life to save passenger
ଯାତ୍ରୀଙ୍କୁ ବଞ୍ଚାଇବାକୁ ଟ୍ରାକକୁ ଡେଇଁଲେ ଆରପିଏଫ କନେଷ୍ଟବଳ, ଦେଖନ୍ତୁ ଭିଡିଓ

ଆରପିଏଫ କନେଷ୍ଟବଳ ଅନୀଲ କୁମାରଙ୍କ ସାହାସିକତାକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ପ୍ରଂଶସା । ରେଲୱେ ଟ୍ରାକ ପାର କରୁଥିବା ଜଣେ ଲୋକଙ୍କୁ ମରଣମୁହଁରୁ ବଞ୍ଚାଇଥିଲେ ଅନୀଲ ।

ନୂଆଦିଲ୍ଲୀ: ଆରପିଏଫ କନେଷ୍ଟବଳ ଅନୀଲ କୁମାରଙ୍କ ସାହାସିକତାକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ପ୍ରଂଶସା । ରେଲୱେ ଟ୍ରାକ ପାର କରୁଥିବା ଜଣେ ଲୋକଙ୍କୁ ମରଣମୁହଁରୁ ବଞ୍ଚାଇଥିଲେ ଅନୀଲ ।

RPF Jawan risks life to save passenger
ଆରପିଏଫ କନେଷ୍ଟବଳଙ୍କୁ ପୀୟୁଷଙ୍କ ପ୍ରଂଶସା

ଜଣେ ଯାତ୍ରୀ ରେଲୱେ ଟ୍ରାକ ପାର ହେଉଥିବା ବେଳେ ଅଚାନକ ଟ୍ରେନ ଆସିଯାଇଥିଲା । ଏହି ସମୟରେ କନେଷ୍ଟବଳ ଜଣଙ୍କ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଟ୍ରାକକୁ ଡେଇଁ ଯାତ୍ରୀଙ୍କୁ ବଞ୍ଚାଇବା ସହ ନିଜେ ମଧ୍ୟ ସୁରକ୍ଷିତ ରହିଥିଲେ । ପରେ ଏହି ଟ୍ରେନଟି ଅଟକିଥିଲା । ଷ୍ଟେସନ ସିସିଟିଭିରେ ରେକର୍ଡ ଥିବା ଏହି ଦୃଶ୍ୟକୁ ନିଜ ଟ୍ବିଟରରେ ପୋଷ୍ଟ କରି ପୀୟୁଷ ଅନୀଲଙ୍କୁ ପ୍ରଂଶସା କରିଛନ୍ତି ।

ଭିଡିଓ ସୌଜନ୍ୟ-ଟ୍ବିଟର@@PiyushGoyal

ଏଥିସହ ଏଭଳି ଘଟଣାରୁ ବଞ୍ଚିବା ପାଇଁ ଓଭରବ୍ରିଜର ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.