ETV Bharat / bharat

ରାଜସ୍ଥାନରେ ସଡକ ଦୁର୍ଘଟଣା: 5 ମୃତ, 10 ଆହତ

author img

By

Published : Nov 5, 2019, 9:57 AM IST

ରାଜସ୍ଥାନରେ ସଡକ ଦୁର୍ଘଟଣା । 5 ମୃତ, 10 ଆହତ । ଡାକ୍ତରଖାନାରେ ଭର୍ତ୍ତି ।

ପ୍ରତିକାତ୍ମକ ଫଟୋ

ଜୟପୁର: ରାଜସ୍ଥାନ ସିରୋହୀ ଜିଲ୍ଲାର ଭିମାଣା ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । 3 ଶିଶୁଙ୍କ ସହ 5 ମୃତ । 10ରୁ ଉର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି ।

ରାଜସ୍ଥାନରେ ସଡକ ଦୁର୍ଘଟଣା; 5 ମୃତ, 10 ଆହତ

ମଙ୍ଗଳବାର, ଦ୍ରୁତ ଗତିରେ ଆସିଥିବା କାରଟି ଗୋଟିଏ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଯେଉଁଥିରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ 3 ଜଣଙ୍କ ମୃତ୍ୟୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା ।

କାରରେ ଯାଉଥିବା ଲୋକ ଗୁଜୁରାଟର ବାସିନ୍ଦା ବୋଲି ଜଣାପଡିଛନ୍ତି । ତେବେ କାର ଡ୍ରାଇଭରଙ୍କ ଆଖି ଲାଗିଯାଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.