ETV Bharat / bharat

ପିଏମସି ବ୍ୟାଙ୍କ ଅର୍ଥ ହେରଫେର ମାମଲା: ଅଭିଯୁକ୍ତଙ୍କ ବିରୋଧରେ 12ହଜାର ପୃଷ୍ଠାର ଚାର୍ଜସିଟ

author img

By

Published : Feb 5, 2020, 11:41 PM IST

PMC Bank Case: Economic Offence Wing of Mumbai Police has filed its supplementary chargesheet
ପିଏମସି ବ୍ୟାଙ୍କ ଅର୍ଥ ହେରଫେର ମାମଲା: ଅଭିଯୁକ୍ତଙ୍କ ବିରୋଧରେ 12ହଜାର ପୃଷ୍ଠାର ଚାର୍ଜସିଟ

ପଞ୍ଜାବ-ମହାରାଷ୍ଟ୍ର କୋପରେଟିଭ(ପିଏମସି) ବ୍ୟାଙ୍କ ଅର୍ଥ ହେରଫେର ମାମଲାରେ ମୁମ୍ବାଇ ପୋଲିସ ଚାର୍ଜସିଟ୍‌ ଦାଖଲ କରିଛି ।


ମୁମ୍ବାଇ: ପଞ୍ଜାବ-ମହାରାଷ୍ଟ୍ର କୋପରେଟିଭ(ପିଏମସି) ବ୍ୟାଙ୍କ ଅର୍ଥ ହେରଫେର ମାମଲାରେ ମୁମ୍ବାଇ ପୋଲିସ ଚାର୍ଜସିଟ୍‌ ଦାଖଲ କରିଛି । ମୁମ୍ବାଇ ପୋଲିସର ଅର୍ଥନୈତିକ ବିଭାଗ ଶାଖା ପକ୍ଷରୁ 12ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଛି । ପିଏମସି ମାମଲାରେ 7 ଜଣଙ୍କ ବିରୋଧରେ ପ୍ରମାଣପତ୍ର ଦାଖଲ କରାଯାଇଛି ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.