ETV Bharat / bharat

23ରେ ପିଏମ-ସିଏମ ଆଲୋଚନା

author img

By

Published : Sep 19, 2020, 10:57 PM IST

23ରେ ପିଏମ ସିଏମ ବୈଠକ
23ରେ ପିଏମ ସିଏମ ବୈଠକ

ଆସନ୍ତା 23 ତାରିଖରେ ପିଏମ ସିଏମ ବୈଠକ ଅନୁଷ୍ଠିତ ହେବ । କୋରୋନାର ସ୍ଥିତିକୁ ନେଇ ଆଲୋଚନା କରାଯିବା ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଆସନ୍ତା 23 ତାରିଖରେ ପିଏମ-ସିଏମ ଆଲୋଚନା । କୋରୋନାର ସ୍ଥିତିକୁ ନେଇ ଆଲୋଚନା କରାଯିବା ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନେଇ ଭର୍ଚ୍ୟୁଆଲ ମାଧ୍ୟମରେ ବୈଠକ ଅନୁଷ୍ଠିତ ହେବ ।

ଏହି ବୈଠକରେ ଦେଶରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା କୋରୋନା ସ୍ଥିତିକୁ ନେଇ ଆଲୋଚନା କରାଯିବ ବିଭିନ୍ନ ଅର୍ଥନୈତିକ ସ୍ଥିତି ଚର୍ଚ୍ଚା କରାଯିବା ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.