ETV Bharat / bharat

ପୁଣି ବଢିଲା ଗ୍ୟାସ ଦର

author img

By

Published : Oct 1, 2019, 11:47 AM IST

ଡିଜାଇନ ଫଟୋ

ଅକ୍ଟୋବର 1 ରୁ ପୁଣି ବଢିଲା ଗ୍ୟାସ ଦର । ଦେଶର ପ୍ରମୁଖ ସହରମାନଙ୍କରେ ବିନା ସବସିଡି ଗ୍ୟାସ ସିଲିଣ୍ଡର ପ୍ରାୟ 15 ଟଙ୍କା ମହଙ୍ଗା ହୋଇଛି ।

ଲକ୍ଷ୍ନୌ: ମହଙ୍ଗା ହେଲା ରୋଷେଇ ଗ୍ୟାସ । ଅକ୍ଟୋବର 1 ରୁ ପୁଣି ବଢିଲା ଗ୍ୟାସ ଦର । ଲଗାତର ଦ୍ବିତୀୟ ମାସରେ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି । ଯାହାକି ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଇଛି । ଦେଶର ପ୍ରମୁଖ ସହରମାନଙ୍କରେ ବିନା ସବସିଡି ଗ୍ୟାସ ସିଲିଣ୍ଡର ପ୍ରାୟ 15 ଟଙ୍କା ମହଙ୍ଗା ହୋଇଛି ।


ଦିଲ୍ଲୀରେ 14.2 କିଲୋ ବିନା ସବସିଡି ସିଲିଣ୍ଡର ମୂଲ୍ୟ 605 ଟଙ୍କା ହୋଇଛି । କୋଲକାତାରେ ଏହାର ମୂଲ୍ୟ 630 ଟଙ୍କା ହୋଇଥିବା ବେଳେ ମୁମ୍ବାଇ ଏବଂ ଚେନ୍ନାଇରେ 14.2 କିଲୋ ସିଲିଣ୍ଡରର ଦାମ କ୍ରମଶ 574.50 ଏବଂ 620 ଟଙ୍କାକୁ ବୃଦ୍ଧି ପାଇଛି । ସେହିପର୍ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ 1085 ଟଙ୍କା ଥିବା ବେଳେ କୋଲକାତାରେ 1139.50 ଟଙ୍କା, ମୁମ୍ବାଇରେ 1032.50 ଟଙ୍କା ଏବଂ ଚେନ୍ନାଇରେ ସିଲିଣ୍ତର ମୂଲ୍ୟ 1199 ଟଙ୍କାକୁ ବୃଦ୍ଧି ପାଇଛି ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.