ETV Bharat / bharat

ପାଞ୍ଚ ବିଦେଶୀ ବନ୍ଧୁକ ଜବତ, ଯୁବକ ଗିରଫ

author img

By

Published : Oct 20, 2019, 9:15 AM IST

ଫଟୋ ସୌଜନ୍ୟ: ଏଏନ୍ଆଇ

ଭିନ୍ନ ଭିନ୍ନ ପା଼ଞ୍ଚଟି ଦେଶର ବନ୍ଧୁକ ରଖିଥିଲେ ଯୁବକ । ମହାରାଷ୍ଟ୍ର ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଚଢାଉରେ ବନ୍ଧୁକ ଜବତ କରିବା ସହ ଯୁବକଙ୍କୁ ଗିରଫ କରିଛି ଟିମ୍ ।

ମୁମ୍ବାଇ: କ୍ରାଇମବ୍ରାଞ୍ଚ ଓ ପୁଣେ ପୋଲିସର ମିଳିତ ଚଢାଉ । ଜଣେ ଯୁବକଙ୍କୁ ଠାରୁ ପାଞ୍ଚଟି ବିଦେଶୀ ବନ୍ଧୁକ ଜବତ କରିଛି ଟିମ୍ । ଏହି ଯୁବକ ଜଣଙ୍କ ନାମ ପ୍ରଦୀପ ଗାଇକାୱାଡ଼ ବୋଲି ପଚରା ଉଚରାରୁ ଜଣାପଡ଼ିଛି । ପୂର୍ବ ନିର୍ଦ୍ଧାରିତ ପ୍ରସ୍ତୁତି ଅନୁଯାୟୀ ଶନିବାର କ୍ରାଇମ୍ବ୍ରା଼ଞ୍ଚ ଓ ପୁଣେ ପୋଲିସ ଏହି ଚଢାଉ କରିଛି ।


ଭିନ୍ନ ଭିନ୍ନ ପାଞ୍ଚଟି ଦେଶରୁ କିପରି ସେ ବନ୍ଧୁକ ଆଣିଲେ । ଏହି ଘଟଣାରେ ଅନ୍ୟ କିଏ ଜଡ଼ିତ ରହିଛି । ଏହି ବିଷୟରେ ଅଧିକ ଅନୁଧ୍ୟାନ କରୁଛି କ୍ରାମଇବ୍ରାଞ୍ଚ । ଯୁବକଙ୍କୁ ଗିରଫ କରିବା ପରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି ମିଳିତ ଟିମ୍ ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.