ETV Bharat / bharat

ଛତିଶଗଡରେ ପ୍ରେସର ବୋମା ନିଷ୍କ୍ରିୟ କଲେ ଯବାନ

author img

By

Published : Nov 3, 2019, 7:39 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଯବାନଙ୍କ ପାଇଁ ନକ୍ସଲ ଖଞ୍ଜିଥିବା ବୋମାକୁ ଛତିଶଗଡରେ ନିଷ୍କ୍ରିୟ କରାଯାଇଛି ।

ରାୟପୁର: ଛତିଶଗଡର କାଙ୍କେରରେ ବିଏସଏଫ ଯବାନ ମାନେ ପୁଣିଥରେ ନକ୍ସଲଙ୍କ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି । ଯବାନ ମାନେ ସିକସୋଡ ଥାନା ଅଞ୍ଚଳରେ ଏତେବାଳକା ବିଏସଏଫ କ୍ୟାମ୍ପ ଠାରୁ କିଛି ଦୂରତା ଭିତରେ ଏକ ପ୍ରେସର ବୋମା ଜବତ କରିଛନ୍ତି ।

ସୂଚନା ମୁତାବକ, ଏହି ବୋମା ଯବାନଙ୍କ ଉଦ୍ଦେଶ୍ୟରେ ପାହାଡ ଭିତରେ ଲୁଚେଇ ରଖିଥିଲେ ନକ୍ସଲ । ଏହି ଖବର ମିଳିବା ପରେ ପୁରା ଟିମ ପହଞ୍ଚି ଉକ୍ତ ଅଞ୍ଚଳରେ ଯାଞ୍ଚ କରିବା ଆରମ୍ଭ କରିଦେଇଥିଲେ । ସର୍ଚ୍ଚ ଅପରେସନରେ 5 କେଜିର ଏକ ପ୍ରେସର ବୋମା ମିଳିଥିଲା । ଏହାପରେ ଉକ୍ତ ବୋମାବକୁ ନିଷ୍କ୍ରିୟ କରିଥିଲେ ବିଏସଏଫ ଯବାନ ।

Intro:Body:

BLANK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.