ETV Bharat / photos

କର୍ତ୍ତବ୍ୟପଥ ରହିଲା ସାକ୍ଷୀ, ବିଶ୍ବ ଦେଖିଲା ଗଣତନ୍ତ୍ରର ଗାରିମା

author img

By ETV Bharat Odisha Team

Published : Jan 27, 2024, 7:58 AM IST

ଗଣତନ୍ତ୍ର ଦିବସ 2024
ଭାରତର 75ତମ ଗଣତନ୍ତ୍ର ଦିବସ ସମାରୋହର ଆରମ୍ଭ ପ୍ରଥମ ଥର ପାଇଁ ଢୋଲ ବାଦ୍ୟ ସହିତ ଆରମ୍ଭ ହୋଇଥିଲା ପରେଡ । କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହାପରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଓ୍ବିପନ ଲୋକେଟିଂ ରାଡାର ସିଷ୍ଟମ, ନାଗ୍ ମିସାଇଲକୁ କର୍ତ୍ତବ୍ୟପଥରେ ପ୍ରଦର୍ଶିତ କରାଯାଇଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.