ETV Bharat / photos

୨୦୨୪ରେ ଓଡ଼ିଶାର ପ୍ରଜ୍ଞାପନ ମେଢ ପ୍ରଥମ, ଗତ ୫ ବର୍ଷ ଧରି କିଏ କିଏ ପ୍ରଥମ ସ୍ଥାନରେ ଥିଲେ ଦେଖନ୍ତୁ

author img

By ETV Bharat Odisha Team

Published : Jan 29, 2024, 9:06 PM IST

republic day tableaus
ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶନ କରାଯାଇଥିବା ପ୍ରଜ୍ଞାପନ ମେଢ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅକ୍ତିଆର କରିଛି । ଗତ ବର୍ଷ ଉତ୍ତରାଖଣ୍ଡ ପ୍ରଥମ ସ୍ଥାନ ହାସଲ କରିଥିଲା । ୨୦୨୧ ଓ ୨୦୨୨ରେ ମଧ୍ୟ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଥିଲା । ସେହିପରି ୨୦୨୦ରେ ଆସାମ, ୨୦୧୯ରେ ତ୍ରିପୁରା ଓ ୨୦୧୮ରେ ମହାରାଷ୍ଟ୍ରର ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନରେ ରହିଥିଲା । ଦେଖନ୍ତୁ ଫଟୋ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.