ETV Bharat / photos

ବିଚ୍ଛିନ୍ନାଞ୍ଚଳବାସୀ ଦେବେ ଭୋଟ୍, ଏମିତି ନଦୀ ପାର୍ ହୋଇ ପହଞ୍ଚିଲେ ପୋଲିଂ ପାର୍ଟି - Polling Party Reached By Motor Boat

author img

By ETV Bharat Odisha Team

Published : May 12, 2024, 10:50 PM IST

Isolated Area
Polling Party Reached In Isolated Area: ପ୍ରଥମ ଥର ଭୋଟ ଦେଉଛି ବିଚ୍ଛିନ୍ନାଞ୍ଚଳ । ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଈନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳ ଭୋଟରଙ୍କ ପାଇଁ ଚଳିତ ନିର୍ବାଚନରେ ପ୍ରଥମ ଥର ଲୋକସଭା ଓ ବିଧାନସଭା ମତଦାନ ପାଇଁ 2ଟି ବୁଥ କରାଯାଇଛି । ଯେଉଁଠି ପହଞ୍ଚିବାକୁ ନଦୀ ପାର୍ ହୋଇଯାଇଛନ୍ତି ପୋଲିଂ ପାର୍ଟି । (ETV Bharat Odisha)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.