ETV Bharat / photos

ମୁକେଶ ଅମ୍ବାନିଙ୍କ ଜନ୍ମଦିନ, ଭଗବାନଙ୍କ ଆଶୀର୍ବାଦ ନେଲେ ବାପ-ପୁଅ - mukesh ambani birthday

author img

By ETV Bharat Odisha Team

Published : Apr 19, 2024, 11:04 PM IST

Ambani Father Son Duo
୬୭ ବର୍ଷରେ ପାଦ ଥାପିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନି । ଏହି ଶୁଭ ଦିନ ଅବସରରେ ସେ ମହାରାଷ୍ଟ୍ରର ସିଦ୍ଧି ବିନାୟକ ମନ୍ଦିରରେ ପୁଅ ଅନନ୍ତ ଅମ୍ବାନିଙ୍କ ସହ ନଜର ଆସିଛନ୍ତି । ସେହିପରି ଆକାଶ ଅମ୍ବାନି ମଧ୍ୟ ବାବୁଲନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.