ETV Bharat / photos

ଫଟୋରେ ଖବର: ରଙ୍ଗ ବେରଙ୍ଗ ଆଲୁଅରେ ଝଲସୁଛି ରାଜଧାନୀ - Utkal Divas

author img

By ETV Bharat Odisha Team

Published : Apr 1, 2024, 9:44 AM IST

Utkal Divas
ଭୁବନେଶ୍ବର: ଆଜି ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୁରିଛି 88 ବର୍ଷ । ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆଙ୍କ ପାଇଁ ଏହା ହେଉଛି ଗର୍ବ ଓ ଗୌରବର ଦିନ । ଏହି ଅବସରରେ ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜେଇ ହୋଇଛି ରାଜଧାନ । ସୁସଜ୍ଜିତ ହୋଇଛି ସବୁ ସରକାରୀ ଅନୁଷ୍ଠାନ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.