ETV Bharat / photos

ହାପି ବାର୍ଥଡେ ଭୁବନେଶ୍ବର, ଫଟୋରେ ଦେଖନ୍ତୁ ମନ୍ଦିରମାଳିନୀ ସହରର ଝଲକ - Foundation Day Celebration

author img

By ETV Bharat Odisha Team

Published : Apr 13, 2024, 3:42 PM IST

ଭୁବନେଶ୍ବର ପ୍ରତିଷ୍ଠା ଦିବସ
Bhubaneswar Foundation Day: ଆଜି ଭୁବନେଶ୍ବରର ୭୬ତମ ପ୍ରତିଷ୍ଠା ଦିବସ । ବିଧାନସଭା ସମ୍ମୁଖରେ ଥିବା ଶିଳାନ୍ୟାସ ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ ସହ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରାଯାଇଛି । ସେହିପରି ବିଭିନ୍ନ ସରକାରୀ କୋଠାଗୁଡ଼ିକ ମଧ୍ୟ ଆଲୋକମାଳାରେ ସୁସଜ୍ଜିତ ହୋଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.