ଓଡିଶା

odisha

NEET ପରୀକ୍ଷା ଫଳ ପ୍ରକାଶିତ: ୯୯.୭୩ ପ୍ରତିଶତ ନମ୍ବର ରଖିଲେ ଝାରସୁଗୁଡ଼ାର ଅଭିନବ

By

Published : Sep 9, 2022, 12:30 PM IST

ଝାରସୁଗୁଡ଼ା: ପ୍ରକାଶ ପାଇଛି ନିଟ୍ ୟୁଜି ପରୀକ୍ଷା ଫଳ । ୯୯.୭୩ ପ୍ରତିଶତ ନମ୍ବର ରଖି NEET ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଅଭିନବ ପ୍ରକାଶ ଅଗ୍ରୱାଲ । ସେ ଆଗକୁ ଏମ୍ସ କଲେଜରେ MBBS କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ଅଭିନବ ଓ ତାଙ୍କ ପରିବାର ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଝାରସୁଗୁଡ଼ା ପ୍ରତିନିଧି ।

ABOUT THE AUTHOR

...view details