ଓଡିଶା

odisha

ରେଶମ ସହରରେ ମେଲାଣି ନେଲେ ମାଆ, ଅସ୍ଥାୟୀ ପୋଖରୀରେ ବିସର୍ଜନ

By

Published : Oct 8, 2022, 9:40 AM IST

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ମା' ଦୁର୍ଗାଙ୍କୁ ବିଦାୟ ଦେଲେ ଭକ୍ତ । ସହରର ୪୦ଟି ପୂଜା ମଣ୍ଡପରେ ମା'ଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି ପୂଜା ପାଉଥିଲା । ଶାନ୍ତି ପୂର୍ଣ୍ଣ ଭସାଣି ଉତ୍ସବ ନେଇ ବ୍ରହ୍ମପୁର ମହାନଗର ନିଗମ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମା'ଙ୍କ ବିଦାୟ ଶୋଭାଯାତ୍ରା କରି ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି ।

ABOUT THE AUTHOR

...view details