ଓଡିଶା

odisha

ଚାଳକଙ୍କ ଉପରକୁ ଡେଇଁଲା ଚିତାବାଘ, ଭିଡିଓ ଭାଇରାଲ

By

Published : May 12, 2022, 10:25 AM IST

ଭୋପାଳ: ରାସ୍ତାରେ ଯାଉଥିବା ସମୟରେ ମଣିଷ ଉପରକୁ ଡେଇଲା ଚିତାବାଘ । ଭୋପାଳର ଏକ ଅଞ୍ଚଳରେ ବାଇକ ଯୋଗେ ଜଣେ ବ୍ୟକ୍ତି ଯାଉଥିବା ସମୟରେ ଚିତାବାଘ ତାଙ୍କ ଉପରକୁ ଲମ୍ଫ ମାରିଥିବା ଦେଖିବାକୁ ମିଳିଛି । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details