ଓଡିଶା

odisha

ଜାଣନ୍ତୁ ମା'ଙ୍କୁ କାହିଁକି କୁହନ୍ତି ସିଦ୍ଧିଦାତ୍ରୀ ?

By

Published : Oct 15, 2021, 11:37 AM IST

କଟକ: ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ । ଗତକାଲି ନବରାତ୍ରୀର ଶେଷ ଦିନ ଥିବା ବେଳେ କଟକ ଗଡଚଣ୍ଡୀ ପୀଠରେ ସିଦ୍ଧିଦାତ୍ରୀ ରୂପେ ପୂଜା ପାଇଥିଲେ ମା' । ସିଦ୍ଧହସ୍ତରେ ସିଦ୍ଧି ପ୍ରଦାନ କରିବା ଆଧାରରେ ମା’ଙ୍କ ଅନ୍ୟ ନାମ ରହିଛି ସିଦ୍ଧିଦାତ୍ରୀ । ତେବେ ଶୁଣନ୍ତୁ ଏହି ଲୁକାୟିତ ନାମର ରହସ୍ୟ।

ABOUT THE AUTHOR

...view details