ଓଡିଶା

odisha

ଉପହାର ଗ୍ରହଣ କରିବାକୁ ପ୍ରୋଟୋକଲ ଭାଙ୍ଗି ଧାଇଁ ଆସିଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଭିଡିଓ

By

Published : Oct 11, 2022, 7:15 AM IST

Updated : Feb 3, 2023, 8:29 PM IST

ଏବେ ଗୃହରାଜ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi take gift from people)। ଜାମନଗରରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଯିବାବେଳେ ଜଣେ ସମର୍ଥକଙ୍କ ଠାରୁ ନିଜ ମା’ଙ୍କ ଚିତ୍ର ଥିବା ଏକ ଉପହାର ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରୋଟୋକଲ ଭାଙ୍ଗି କାରରୁ ଓହ୍ଲାଇ ଆସିଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନିଜ ମା ହୀରାବେନଙ୍କ ଠାରୁ ଆର୍ଶୀବାଦ ନେଉଥିବା ଦୁଇଟି ଫଟୋ ଉପହାର ଦେଇଥିଲେ ଜଣେ ପ୍ରଶଂସକ । ମୋଦି ଗୋଟିଏ ଫଟୋରେ ଅଟୋଗ୍ରାଫ ଦେବା ସହ ଅନ୍ୟଏକ ଫଟୋ ନିଜ ସାଙ୍ଗରେ ନେଇଯାଇଥିବା ଦେଖିବାକୁ ମିଳିଥିଲା । ଦେଖନ୍ତୁ ଭିଡିଓ
Last Updated :Feb 3, 2023, 8:29 PM IST

ABOUT THE AUTHOR

...view details