ଓଡିଶା

odisha

ମହମାୟାଙ୍କ ମହାସପ୍ତମୀ, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ

By

Published : Oct 2, 2022, 9:36 PM IST

Updated : Feb 3, 2023, 8:28 PM IST

କଟକ: ମହାସପ୍ତମୀ ପୂଜା ପାଇଁ ବେଶ ଚଳଚଞ୍ଚଳ କଟକ ସହର । ସହରର କଲେଜ ଛକ ମଣ୍ଡପରେ ମା'ଙ୍କର ସପ୍ତମୀ ପୂଜା ଶେଷ ହୋଇଯାଇଛି । ମା'ଙ୍କ ଦର୍ଶନ ପାଇବା ପାଇଁ ମଣଡପ ଆଗରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଏନେଇ କଟକ କଲେଜ ଛକରୁ ଅଧିକ ସୂଚନା ଦେଉଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ।
Last Updated :Feb 3, 2023, 8:28 PM IST

ABOUT THE AUTHOR

...view details