ଓଡିଶା

odisha

ବାଂଲାଦେଶଠାରୁ ହାରିଲା ଭାରତ, ମଜାଦାର ଭିଡିଓ ସେୟାର କଲେ ପ୍ରଶଂସକ

By

Published : Dec 4, 2022, 10:57 PM IST

Updated : Feb 3, 2023, 8:34 PM IST

ହାଇଦ୍ରାବାଦ: ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ । ଶୃଙ୍ଖଳାରେ ୧-୦ ରେ ଆଗୁଆ ହୋଇଛି ବାଂଲାଦେଶ । ତେବେ ଏନେଇ ସୋସିଆଲ ମିଡିଆରେ ଅନେକ ମଜାଦାର ପୋଷ୍ଟ ଦେଖିବାକୁ ମିଳିଛି । ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇଥିବା ପ୍ରଥମ ମୁକାବିଲାକୁ ନେଇ ପୋଷ୍ଟ ହୋଇଥିବା ଏହି ଭିଡିଓରେ ପ୍ରଶଂସକମାନେ ମଧ୍ୟ ବେଶ ମଜାଦାର କମେଣ୍ଟ ଦେଇଛନ୍ତି ।
Last Updated :Feb 3, 2023, 8:34 PM IST

ABOUT THE AUTHOR

...view details