ଓଡିଶା

odisha

2022 Republic Day parade: ରାଜପଥରେ ଫୁଲ ଡ୍ରେସ ପରେଡ ଅଭ୍ୟାସ ଆରମ୍ଭ

By

Published : Jan 23, 2022, 12:51 PM IST

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ଚାଲିଛି ଜୋରଦାର ପ୍ରସ୍ତୁତି । ଆଜି ରାଜପଥରେ ଫୁଲ ଡ୍ରେସ ପରେଡ ଅଭ୍ୟାସ ଆରମ୍ଭ ହୋଇଯାଇଛି ।

ABOUT THE AUTHOR

...view details