ଓଡିଶା

odisha

ସ୍ବାସ୍ଥ୍ୟ ବିଭାଗର ବଡ ଆକଳନ, ଜୁନ 15 ସୁଦ୍ଧା ରାଜ୍ୟରେ 56 ହଜାରକୁ ଖସିବ ସକ୍ରିୟ ମାମଲା

By

Published : Jun 1, 2021, 10:40 PM IST

ରାଜ୍ୟର କୋରନା ସ୍ଥିତିକୁ ନେଇ ବଡ଼ ଆକଳନ । 15 ତାରିଖ ସୁଦ୍ଧା ମାତ୍ର 56 ହଜାରକୁ ଖସିବ ସକ୍ରିୟ ମାମଲା । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟ ବିଭାଗର ବଡ ପୂର୍ବାନୁମାନ ,ଜୁନ 15 ସୁଦ୍ଧା ରାଜ୍ୟର 56 ହଜାରକୁ ଖସିବ ସକ୍ରିୟ ମାମଲା
ସ୍ବାସ୍ଥ୍ୟ ବିଭାଗର ବଡ ପୂର୍ବାନୁମାନ ,ଜୁନ 15 ସୁଦ୍ଧା ରାଜ୍ୟର 56 ହଜାରକୁ ଖସିବ ସକ୍ରିୟ ମାମଲା

ଭୁବନେଶ୍ବର: ରାଜ୍ୟର କୋରନା ସ୍ଥିତିକୁ ନେଇ ବଡ଼ ଆକଳନ । ଜୁନ 15 ସୁଦ୍ଧା ରାଜ୍ୟର 56 ହଜାରକୁ ଖସିବ ସକ୍ରିୟ ମାମଲା । ରାଜ୍ୟର କୋରନା ସ୍ଥିତିକୁ ନେଇ ବଡ଼ ଆକଳନ। ଜୁନ 15 ସୁଦ୍ଧା ରାଜ୍ୟର ଆକ୍ଟିଭ କେସ 56 ହଜାରକୁ ଖସି ଆସିବ ବୋଲି ସ୍ବାସ୍ଥ୍ୟ ବିଭାଗର ଆକଳନ କରିଛି।

ରାଜ୍ୟରେ ଯେଉଁ ଭଳି ଭାବରେ କରୋନା ସଂକ୍ରମଣ ବଢୁଛି ଏପ୍ରିଲ ମାସ ଅପେକ୍ଷା ମଇ ମାସରେ ସର୍ବାଧିକ ସଂକ୍ରମଣ ସଂଖ୍ୟା ଚିହ୍ନଟ ହୋଇଛି। ଏହା ସହ ରାଜ୍ୟରେ ମଧ୍ୟ ଆକ୍ଟିଭ କେଶ ଅଧିକ ରହିଛି। ତେବେ ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି ଯେ ଜୁନ 15 ତାରିଖ ସୁଦ୍ଧା ରାଜ୍ୟର ଆକ୍ଟିଭ କେଶ 56 ହଜାରକୁ ଖସିଯିବ ବୋଲି । ତେବେ ରାଜ୍ୟରେ ଏପ୍ରିଲ 30ରୁ ମଇ 15 ମଧ୍ୟରେ ରାଜ୍ୟରେ ଆକ୍ଟୋଭ କେଶ 1 ଲକ୍ଷ ପାର ହୋଇଥିଲା। ମଇ 30 ବେଳକୁ ଏହା ଖସି ଆସି 91 ହଜାରରେ ପହଞ୍ଚିଥିଲା। ତେବେ ଆସନ୍ତା ଜୁନ 15 ସୁଦ୍ଧା ଏହା 56 ହଜାରକୁ ଖସି ଆସିବ ବୋଲି ଆକଳନ କରିଛି ସ୍ବାସ୍ଥ୍ୟ ବିଭାଗ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details