ଓଡିଶା

odisha

ସାଲିଆ ସାହି ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

By

Published : Nov 22, 2019, 12:02 PM IST

ସ୍ଥାୟୀ ଥଇଥାନ ଦାବିରେ ଲୋୟର ପିଏମଜିରେ ସାଲିଆ ସାହି ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ...

ସାଲିଆ ସାହି ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

ଭୁବନେଶ୍ବର: ଉଛେଦ ଅଭିଯାନକୁ ବନ୍ଦ ପାଇଁ ରାଜରାସ୍ତାରେ ସାଲିଆ ସାହି ବାସିନ୍ଦା । ସ୍ଥାୟୀ ବ୍ୟବସ୍ଥା କରାଯାଇ ଉଛେଦ କରାଯାଉ ବୋଲି ବସ୍ତିବାସିନ୍ଦା ଦାବି କରିଛନ୍ତି ।

ସାଲିଆ ସାହି ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

ପ୍ରତ୍ୟେକ ପରିବାରକୁ ୨୦x୩୦ ଫୁଟ ପ୍ରମାଣପତ୍ର ସହ ଜମି ପ୍ରଦାନ, ବାସସ୍ଥାନ ନିର୍ମାଣ କରିବା ଏବଂ ସ୍ଥାୟୀ ଥଇଥାନ ଦାବିରେ ଲୋୟର ପିଏମଜିରେ ବସ୍ତି ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭୁବନେଶ୍ବର ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details