ଓଡିଶା

odisha

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧିକାରୀ କହି ଠକିଥିଲା ଅଢେଇ କୋଟି, ବାନ୍ଧିଲା EOW

By

Published : Mar 20, 2022, 4:12 PM IST

Updated : Mar 20, 2022, 4:22 PM IST

ଅଢେଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ ଓଡିଶା ପୋଲିସ । ନୋଏଡାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ହିମାଂଶୁ ଭଣ୍ଡାରୀ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଧିକ ପଢନ୍ତୁ

ବ୍ୟବସାୟୀଙ୍କୁ ଠକେଇ ଅଭିଯୋଗ, ନୋଏଡାରୁ ଜଣଙ୍କୁ ଗିରଫ କଲା କ୍ରାଇମବ୍ରଞ୍ଚ ଇଓଡବ୍ଲ୍ୟୁ
ବ୍ୟବସାୟୀଙ୍କୁ ଠକେଇ ଅଭିଯୋଗ, ନୋଏଡାରୁ ଜଣଙ୍କୁ ଗିରଫ କଲା କ୍ରାଇମବ୍ରଞ୍ଚ ଇଓଡବ୍ଲ୍ୟୁ

ଭୁବନେଶ୍ବର:ଅଢେଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ ଓଡିଶା ପୋଲିସ । ନୋଏଡାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ହିମାଂଶୁ ଭଣ୍ଡାରୀ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ସେ କେନ୍ଦ୍ର ସରକାର ଅଭିଯୋଗକାରୀଙ୍କ ଜୀବନ ବୀମାକୁ ଚୟନ କରୁଥିବାରୁ କହି ଅଭିଯୁକ୍ତ ହିମାଂଶୁ କରୁଥିଲେ ଠକେଇ ।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧିକାରୀ କହି ଠକିଥିଲା ଅଢେଇ କୋଟି, ବାନ୍ଧିଲା EOW
ବ୍ୟବସାୟୀଙ୍କୁ ଠକେଇ ଅଭିଯୋଗ, ନୋଏଡାରୁ ଜଣଙ୍କୁ ଗିରଫ କଲା କ୍ରାଇମବ୍ରଞ୍ଚ ଇଓଡବ୍ଲ୍ୟୁ

ଏପଟେ ପ୍ରଧାନମନ୍ତ୍ରୀ ରାହତକୋଷ ଯୋଜନାରୁ 2 କୋଟି 34ଲକ୍ଷ ଟଙ୍କା ଯୋଗାଇ ଦେବାକୁ କହି ଯୋଡ଼ାର ବ୍ୟବସାୟୀ ପ୍ରମୋଦ ରାଉତଙ୍କୁ 2019 ଫୋନ କରି ଠକିଥିଲା ଅଭିଯୁକ୍ତ କରିଥିଲା ଏହି ଠକେଇ । ତେବେ ତାଙ୍କୁ କେନ୍ଦ୍ର ଅର୍ଥନୀତି ନିଷ୍ଟ୍ରୀ ଅଫ ଫାଇନ୍ସନ୍ସ ଅଧିକାରୀ କହି ଠକେଇ କରିଥିଲା । ଅନ୍ୟପଟେ ପ୍ରମୋଦଙ୍କ ଅଭିଯୋଗ ଆଧାରରେ ଗତକାଲି ଉତ୍ତରପ୍ରଦେଶ ନୋଏଡାରୁ ଗିରଫ କରିଛି ଇଓଡବ୍ଲ୍ୟୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 20, 2022, 4:22 PM IST

ABOUT THE AUTHOR

...view details