ଓଡିଶା

odisha

Cold Wave in Odisha: ଖସୁଛି ପାରଦ, 6.5 ଡିଗ୍ରୀ ତାପମାତ୍ରା ସହ ଥରୁଛି ଦାରିଙ୍ଗିବାଡି

By

Published : Dec 17, 2021, 4:31 PM IST

ରାଜ୍ୟରେ ପୁଣି ବଢିବ ଶୀତ । 6.5 ଡିଗ୍ରୀ ରାତ୍ରି ତାପମାତ୍ରା ସହ ଦାରିଙ୍ଗିବାଡି ଓଡିଶାର ଥଣ୍ତା ସହର । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଅଧିକ ପଢନ୍ତୁ

Cold Wave in Odisha : 6.5 ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ଥଣ୍ତା ସହର ଦାରିଙ୍ଗିବାଡି
Cold Wave in Odisha : 6.5 ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ଥଣ୍ତା ସହର ଦାରିଙ୍ଗିବାଡି

ଭୁବନେଶ୍ବର :ରାଜ୍ୟରେ ପୁଣି ବଢିବ ଶୀତ । 6.5 ଡିଗ୍ରୀ ରାତ୍ରି ତାପମାତ୍ରା ସହ ଦାରିଙ୍ଗିବାଡି ଓଡିଶାର ଥଣ୍ତା ସହର । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

୧୧ ଡିଗ୍ରୀ ତଳେ ୭ଟି ସହରର ତାପମାତ୍ରା ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଫୁଲବାଣୀ ୭.୫, କୋରାପୁଟ ୯, ଟିଟଲାଗଡ ୯.୩, ଝାରସୁଗୁଡା ୯.୬, କେନ୍ଦୁଝର ୯.୬, ସୁନ୍ଦରଗଡ ୧୦, ଭବାନୀପାଟଣା ଠାରେ ୧୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଏହାସହ ଭୁବନେଶ୍ୱର ୧୨.୨ ଏବଂ କଟକ ୧୨ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବାଲେଶ୍ବରରେ ୧୨.୩, ପାରାଦୀପରେ ୧୪, ପୁରୀରେ ୧୫.୫,ଝାରସୁଗୁଡା ଓ କେନ୍ଦୁଝରରେ ୯.୬ ତାପମାତ୍ରା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details