ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ, ଦେଖନ୍ତୁ LIVE - CEO Press Meet LIVE

By ETV Bharat Odisha Team

Published : Apr 18, 2024, 12:15 PM IST

Updated : Apr 18, 2024, 12:25 PM IST

thumbnail

ଭୁବନେଶ୍ୱର: ପାଖେଇ ଆସୁଛି ମହାସମର । ଓଡ଼ିଶାରେ ଏକାସଙ୍ଗେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। 4ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ମେ' 13, ମେ' 20, ମେ' 25 ଓ ଜୁନ 1 ତାରିଖରେ ହେବ ଭୋଟ ଗ୍ରହଣ । 7ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଶେଷ 4ଟି (4ର୍ଥ, 5ମ, 6ଷ୍ଠ ଓ 7ମ) ପର୍ଯ୍ୟାୟରେ ଓଡ଼ିଶାରେ ବିଧାନସଭା ସମେତ ଲୋକସଭା ପାଇଁ ମତଦାନ ହେବ । ଜୁନ 4ରେ ଏକା ସାଙ୍ଗରେ ଆସିବ ଫଳାଫଳ । ନିର୍ବାଚନକୁ ଦିନ କେଇଟା ଥିବାବେଳେ ରାଜ୍ୟରେ ସରଗରମ ରହିଛି ରାଜନୀତି । ପ୍ରଚାର ମୈଦାନକୁ ଓହ୍ଲାଇଲେଣି ପ୍ରାର୍ଥୀ । ରୋଡ ସୋ', ସଭା ସମିତି କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଛନ୍ତି ।

Last Updated : Apr 18, 2024, 12:25 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.