Ukraine War: ଧ୍ବଂସବିଧ୍ବସ୍ତ ଖାର୍କିଭ, ଦେଖନ୍ତୁ ଛାତିଥରା ଭୟଙ୍କର ଚିତ୍ର

By

Published : Mar 3, 2022, 5:49 PM IST

Updated : Feb 3, 2023, 8:18 PM IST

thumbnail

ଖାର୍କିଭ: ଦିନକୁ ଦିନ ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ । ଘନଘନ ବୋମା ମାଡକୁ ମିସାଇଲ ବର୍ଷାରେ ଖିନଭିନ ହୋଇଯାଉଛି ୟୁକ୍ରେନ । ହେଲେ ଏହି ଲଢେଇରେ ଏବେ ଧନ ସମ୍ପତ୍ତି ତ ଦୂରର କଥା । ୟୁକ୍ରେନବାସୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି । ତେବେ କେମିତି ରହିଛି ଯୁଦ୍ଧଗ୍ରସ୍ତ ଖାର୍କିଭର ସ୍ଥିତି, ଦେଖନ୍ତୁ ଛାତିଥରା ଭିଡିଓ

Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.