ଭାଇରାଲ ସିଙ୍ଗର ତାପସ କୁମାର, ଗୋଟିଏ ମଣିଷ ଦୁଇଟି ସ୍ବର

By

Published : Aug 28, 2022, 9:28 PM IST

thumbnail

ଗାୟକ ହୋଇବି ସେ ଗାୟିକା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତି ଗାୟକ ଅଛନ୍ତି ଯେଉଁମାନେ ଗାୟିକା ହେଇପାରୁଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଡିହଗାଁ ଗ୍ରାମର ତାପସ କୁମାର ନାୟକଙ୍କ କ୍ଷେତ୍ରରେ ଏଭଳି କିଛି ଦେଖିବାକୁ ମିଳିଛି । ଏକାସାଙ୍ଗରେ ଦୁଇଟି କଣ୍ଠରେ ଗୀତ ଗାଇ ସୋସିଆଲ ମିଡିଆରେ ସେ ବେଶ ଭାଇରାଲ । ତାଙ୍କ ମୁହଁରୁ ଶୁଣନ୍ତୁ ଏକ ସୁନ୍ଦର ଗୀତ ଟିଏ । ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.