ଝାରସୁଗୁଡା ଡାକ୍ତରଖାନାରେ ଅଭାବନୀୟ ଘଟଣା, ଗର୍ଭବତୀ ମହିଳାଙ୍କୁ ଡାକ୍ତର ମାଡ ମାରିଥିବା ଅଭିଯୋଗ

By

Published : May 10, 2022, 2:19 PM IST

thumbnail

ଝାରସୁଗୁଡା: ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ କୁହାଯାଏ । ହେଲେ ଯେବେ ଡାକ୍ତର ରୋଗୀଙ୍କୁ ମାଡ ମାରନ୍ତି ତେବେ ଡାକ୍ତରଙ୍କ ଉପରୁ ରୋଗୀଙ୍କ ଭରସା ଉଠିଯିବ । ରୋଗୀଙ୍କୁ ଡାକ୍ତର ମାଡ ମାରିଥିବା ଅଭିଯୋଗ ହୋଇଛି । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଗୃହରେ ଡାକ୍ତର ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ଗର୍ଭବତୀ ମହିଳା ଓ ସମ୍ପର୍କୟ । ମୁଣ୍ଡରେ ହାତରେ ମାଡ଼ ମାରିବା ସହ କେହି କିଛି କରିପାରିବେନି ବୋଲି ଧମକ ଦେଇଥିବା CDMOଙ୍କୁ ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଅଭିଯୋଗର ତଦନ୍ତ ହେବ କହିଛନ୍ତି CDMO । ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.