ECMO ଚିକିତ୍ସା ନେଇ କଣ କହୁଛନ୍ତି DMET, ଶୁଣନ୍ତୁ...

By

Published : Jun 9, 2021, 1:55 PM IST

thumbnail

କୋଭିଡ ସଂକ୍ରମିତଙ୍କ ପାଇଁ ECMO ବ୍ୟବହାର ପ୍ରସଙ୍ଗ । ଡିଏମଇଟି ସିବିକେ ମହାନ୍ତିଙ୍କ କହିଛନ୍ତି ଏହା ଏକ ବ୍ୟୟ ବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ 4 ରୁ 5 ଲକ୍ଷ ଟଙ୍କା ଦରକାର ପଡୁଛି। ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ 1 ଲକ୍ଷରୁ 2 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ସେହିଭଳି ତୃତୀୟ ଲହର ଓ ଏହାର ପ୍ରଭାବ ସମ୍ପର୍କରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଡିଏମଇଟି । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.