ଦଶନ୍ଧିର ଦୁଃଖ, ସିଂହାସନ ଛାଡି କୁଡିଆ ଘରେ ବିସ୍ଥାପିତ ଠାକୁର

By

Published : Aug 5, 2020, 1:19 PM IST

thumbnail

ସମ୍ବଲପୁର: ଏମିତି ଏ ବିରଳ ତଥା ଅଲୌକିକତାକୁ ଵି ରାଜନୀତିର ପଶାପାଲିରେ ମଣିଷ ତଉଲି ପାରେ ! ବିଚ୍ଛିନ୍ନଵାଦୀ ଚିନ୍ତାଧାରା ଠାରୁ ଆରମ୍ଭ କରି ଵିସ୍ଥାପନର ଧାରା ଯାଏଁ, ସଵୁଥିରେ ସୁଵିଧାଵାଦୀ ଚିନ୍ତାଧାରା ଈଶ୍ଵରଙ୍କୁ ନେଇ ଖେଳ ଖେଳେ। ମଣିଷ ଭିଟ୍ଟାମାଟି ହରାଇଵା ସାଧାରଣ ପ୍ରକ୍ରିୟା ହୋଇପାରେ କିନ୍ତୁ ଈଶ୍ବର ଵାସସ୍ଥାନ ହରେଇବା ନିହାତି ଆଶ୍ଚର୍ଯ୍ୟ। କୋଟି କୈବଲ୍ୟନାଥ ଵା କୋଟି ଓଡ଼ିଆଙ୍କ ପ୍ରାଣ ପ୍ରତିଷ୍ଠାତା ନିଜ ପ୍ରତିଷ୍ଠାକୁ ନେଇ ୫୦ବର୍ଷ ହେଵ ଆଶଙ୍କାରେ ରହି ଆସିଛନ୍ତି। ତେଵେ ଏଭଳି ଅଜଣା ଘଟଣାକୁ ଯିଏ କେହି ବି ଶୁଣିବ- ଆମ ସାମାଜିକ, ରାଜନୈତିକ ଓ ଗଣତାନ୍ତ୍ରିକ ପାରିବାପଣିଆ ସାମ୍ନାକୁ ଆସିଵ, ଏଥିରେ ସନ୍ଦେହ ନାହିଁ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.