କମ୍ପିବ କଟକ, ବ୍ଲୁ ପ୍ରିଣ୍ଟ ଅନୁସାରେ ହେବ ମେଲାଣି

By

Published : Oct 5, 2022, 8:15 PM IST

Updated : Feb 3, 2023, 8:29 PM IST

thumbnail

କଟକ: ଧୂମଧାମରେ କଟିଲା ଦଶହରା । ବର୍ଷା ଖରା ପାଗ ସହ ମେଲୋଡି ଓ ଭଜନ ସନ୍ଧ୍ୟାରେ ସରିଲା ଦଶହରା । ୨ ବର୍ଷ ପରେ କଟକଣା ମୁକ୍ତ ଦଶହରା ଦେଖବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ଗୁରୁବାର ମେଲାଣି ନେବେ ମା' । ଏନେଇ ସମସ୍ତ ପ୍ରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ସକାଳୁ ଆରମ୍ଭ ହୋଇଯିବ ଭସାଣି ପ୍ରକ୍ରିୟା ।

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.