Hockey World Cup Opening Ceremony: ରଣଭୀରଙ୍କ ଏନରଜେଟିକ୍ ଡ୍ୟାନ୍ସରେ ଝୁମିଲା ବାରବାଟୀ

By

Published : Jan 11, 2023, 9:23 PM IST

Updated : Feb 3, 2023, 8:38 PM IST

thumbnail

କଟକ: ଉଦଘାଟିତ ହୋଇଯାଇଛି ପୁରୁଷ ହକି ବିଶ୍ବକପ । ଏହି ସମାରୋହରେ ବଲିଉଡ ଅଭିନେତା ରଣଭୀର ସିଂଙ୍କ ଦମଦାର ଡ୍ୟାନ୍ସକୁ ନେଇ ଝୁମିଲେ ଦର୍ଶକ। ଅଲଗା ଅନ୍ଦାଜରେ ଷ୍ଟେଜକୁ ଏଣ୍ଟ୍ରି କରିଥିଲେ ରଣଭୀର ।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.