Bharat Jodo Yatra: ରାଜସ୍ଥାନ କୋଟାରେ ଭାରତ ଯୋଡ ଯାତ୍ରା, ଦେଖନ୍ତୁ ଭିଡିଓ

By

Published : Dec 7, 2022, 8:18 PM IST

Updated : Feb 3, 2023, 8:35 PM IST

thumbnail

ହାଇଦ୍ରାବାଦ: କଂଗ୍ରେସର ଭାରତ ଯୋଡ ଯାତ୍ରା ରାଜସ୍ଥାନରେ ଜାରି ରହିଛି (Congress party Bharat Jodo Yatra in Rajasthan)। ଆଜି ଏହି ଯାତ୍ରା କୋଟାରେ ପହଞ୍ଚିଛି । ଆଜି ରାହୁଲ ଗାନ୍ଧୀଙ୍କ ସହ ହଜାର ହଜାର କର୍ମୀ ଓ ସମର୍ଥକ ଯାତ୍ରାରେ ସାମିଲ ହୋଇଥିଲେ । କଂଗ୍ରେସ ଶାସିତ ରାଜସ୍ଥାନରେ ପ୍ରଦେଶ କଂଗ୍ରେସର ବହୁ ନେତା ମଧ୍ୟ ରାହୁଲଙ୍କ ସହ ଯାତ୍ରା ଜାରି ରଖିଛନ୍ତି । ଦେଖନ୍ତୁ ଭିଡିଓ

Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.