Padmapur Bypoll: ଅପପ୍ରଚାରକୁ ନେଇ ବିଜେପି ଉପରେ ବର୍ଷିଲେ ବର୍ଷା

By

Published : Dec 1, 2022, 8:21 PM IST

Updated : Feb 3, 2023, 8:34 PM IST

thumbnail

ବରଗଡ଼: ପଦ୍ମପୁର ଉପନିର୍ବାଚନ (Padmapur Bypoll) ପାଇଁ ବିଜେଡି ଦଳର ପ୍ରାର୍ଥିନୀ ବର୍ଷା ସିଂ ବରିହା (BJD Candidate Barsha Singh Bariha) ଆଜି ବିଜେପି ଦଳର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ କଡା ଜବାବ ଦେଇଛନ୍ତି । ବିଜେପି ଦଳ ପକ୍ଷରୁ ବିଭିନ୍ନ ସଭା ସମିତି ହେଉ ବା ସୋସିଆଲ ମିଡିଆରେ ହେଉ ବର୍ଷାଙ୍କୁ ନେଇ ଅପପ୍ରଚାର ହେଉଥିବା ସେ ଅଭିଯୋଗ ଆଣି ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ମୋ ବିଷୟରେ ଅବାନ୍ତର କଥା କହି ପଦ୍ମପୁରବାସୀଙ୍କୁ ବିଜେପି ପ୍ରଭାବିତ କରୁଛି । ମୋର ଜନ୍ମ ମାଟିରୁ ମୋତେ ଅଲଗା କରିବା ପାଇଁ ହୀନ ରାଜନୀତି କରୁଛି ବିଜେପି । ବିଜେଡି ଦଳ ମା'କୁ ସମ୍ମାନ ଦିଏ କଣ ବିଜେପି ଏପରି ଭାବରେ ମା'କୁ ସମ୍ମାନ ଜଣାଏ ?" ଇଟିଭି ଭାରତ, ବରଗଡ଼

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.