Hockey World Cup Opening Ceremony: ଟ୍ରଫି ଉନ୍ମୋଚିତ, ଆତସବାଜିରେ ରଙ୍ଗୀନ ବାରବାଟୀ ଆକାଶ

By

Published : Jan 11, 2023, 8:54 PM IST

Updated : Feb 3, 2023, 8:38 PM IST

thumbnail

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଛି ହକି ବିଶ୍ବକପ ୨୦୨୩ ଉଦ୍‌ଘାଟନୀ ଉତ୍ସବ । ଏହି ଅବସରରେ ଫଟୋ ସେସନ ପାଇଁ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଯୋଗଦେଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର, ଅନ୍ତର୍ଜାତୀୟ ହକି ଫେଡେରେସନ ଚେୟାରମ୍ୟାନ ତୟାବ ଇକ୍ରମ ଓ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ଫଟୋ ସେସନ ପରେ ରଙ୍ଗୀନ ଆତସବାଜିରେ ଝଲସିଲା ବାରବାଟୀ ଆକାଶ । 'ହକି ହୈ ଦିଲ୍‌ ମେରା' ଗୀତରେ ଝୁମିଲେ ଦର୍ଶକ ।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.