Barley and Black Bean Salad: ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

By

Published : Sep 22, 2022, 12:49 PM IST

Updated : Feb 3, 2023, 8:28 PM IST

thumbnail

ହାଇଦ୍ରାବାଦ: ଯଅ ଓ ସିଝା ବ୍ଲାକ ବିନକୁ ନେଇ ପ୍ରସ୍ତୁତ ସାଲାଡ ଖାଇଛନ୍ତି କି । ତେବେ କଣ ଏହି ବାର୍ଲି ଆଣ୍ଡ ବ୍ଲାକ ବିନ ସାଲାଡ । ଏହା କିପରି ତିଆରି ହୁଏ ଓ ଏ ନେଇ କଣ କଣ ଆବଶ୍ୟକୀୟ ସାମଗ୍ରୀ ଦରକାର ସେ ନେଇ ଦେଖନ୍ତୁ ଆମର ଏହି ପ୍ରସ୍ତୁତି ଭିଡିଓ । ପ୍ରସ୍ତୁତି ପ୍ରଣାଳୀ ଶିଖନ୍ତୁ ଓ ଘରେ ବନାନ୍ତୁ ବାର୍ଲି ଆଣ୍ଡ ବ୍ଲାକ ବିନ ସାଲାଡ ।

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.