Panchayat Election: ଗୋପ-ନିମାପଡାରେ ଜମିଲା ପ୍ରଚାର

By

Published : Feb 16, 2022, 2:28 PM IST

Updated : Feb 3, 2023, 8:16 PM IST

thumbnail

ପୁରୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରେ ସରଗରମ ରାଜନୀତି । ଗାଁ ଠାରୁ ସହର ଚାରିଆଡେ ଦେଖିବାକୁ ମିଳିଛି ନିର୍ବାଚନ ପ୍ରଚାର । ନିର୍ବାଚନ ଆସନକୁ ଅକ୍ତିଆର କରିବା ପାଇଁ ରାଜନୈତିକ ଦଳ ମଧ୍ୟରେ ହେଭିୱେଟ ଟକ୍କର ଦେଖିବାକୁ ମିଳିଛି । ଆସନ୍ତା ୧୮ରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ । ସେହିକ୍ରମରେ ଗୋପ, ନିମାପଡା ଅଞ୍ଚଳରେ ବିଜେଡି ସହିତ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଯୋରଦାର କରିଛନ୍ତି । ସବୁ ଦଳର ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରି ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଗୋପ , ନିମାପଡା ଅଞ୍ଚଳରେ ଶେଷ ଦିନରେ କିଭଳି ରହିଛି ରାଜନୈତିକ ମାହୋଲ ସେ ନେଇ ସୂଚନା ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର ।

Last Updated : Feb 3, 2023, 8:16 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.