ନୟାଗଡ ବନ ବିଭାଗକୁ ସଫଳତା, ଜବତ ହେଲା କଲରାପତରିଆ ବାଘ ଛାଲ, ଶିକାରୀ ଗିରଫ

By

Published : Oct 29, 2022, 9:37 PM IST

Updated : Feb 3, 2023, 8:30 PM IST

thumbnail

ନୟାଗଡ଼ : ବନ ବିଭାଗକୁ ପୁଣି ସଫଳତା । ଜବତ ହେଲା କଲରାପତରିଆ ବାଘ ଛାଲ । ନୟାଗଡରୁ ଶିକାରୀକୁ ଗିରଫ କଲା ନୟାଗଡ଼ ବନ ବିଭାଗ । ନୟାଗଡ଼ ପାଣିପୋଇଲା ଛକ ଠାରୁ 7 ଫୁଟ ଲମ୍ବର କଲରାପତରିଆ ବାଘ ଛାଲ ସହ ଗୁଳି ଜବତ କରାଯାଇଛି । ଗିରଫ ଶିକାରୀ ହେଲେ କୃପାସିନ୍ଧୁ ବିଶ୍ବାଳ । ଏନେଇ ନୟାଗଡ DFOଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ନୟାଗଡ ପ୍ରତିନିଧି ଜୟେନ୍ଦ୍ର ବେହେରା ।

Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.