ETV Bharat / state

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଠକେଇ ଅଭିଯୋଗ

author img

By

Published : Dec 7, 2022, 12:57 PM IST

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଠକେଇ ଅଭିଯୋଗ । ଚାକିରି ଦେବାକୁ କହି 30 ହଜାର ଟଙ୍କା ଠକେଇ କରିଥିବା ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦାୟର ହୋଇଛି । ଅଧିକ ପଢ଼ନ୍ତୁ

fraud allegation against actress varsha priyadarshini
ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଠକେଇ ଅଭିଯୋଗ, ସହିଦ ନଗର ଥାନାରେ ଏତଲା

ଭୁବନେଶ୍ବର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଠକେଇ ଅଭିଯୋଗ । ସୁନା ଦୋକାନରେ ଚାକିରି କରେଇ ଦେବା କହି ଠକେଇ ହୋଇଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି । ଏନେଇ ଭୁବନେଶ୍ୱର ସହିଦ ନଗର ଥାନାରେ ଅଭିନେତ୍ରୀ ବର୍ଷାଙ୍କ ନାଁରେ ମାମଲା ରୁଜୁ ହୋଇଛି । ସତ୍ୟନଗର ଅଞ୍ଚଳର କଲ୍ୟାଣୀ ନାୟକ ନାମକ ଜଣେ ମହିଳା ଏତଲା ଦାୟର କରିଛନ୍ତି । ଚାକିରି କରାଇବାକୁ କହି ବର୍ଷା 30 ହଜାର ଟଙ୍କା ଠକିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.