ETV Bharat / state

ଅଗ୍ନିକାଣ୍ଡରେ ଜଳିଗଲା ଆଠ ବଖରା ଘର,  ଗର୍ଭିଣୀ ଗାଈ ଜୀବନ୍ତ ଦଗ୍ଧ

author img

By

Published : Jul 1, 2020, 9:34 AM IST

Updated : Jul 1, 2020, 10:38 AM IST

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ନିଧିପୁର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ପରିବାରର ଆଠ ବଖରା ଘର ଜଳିଯାଇଥିବା ବେଳେ ଗୋଟିଏ ଗର୍ଭିଣୀ ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି ।

ଅଗ୍ନିକାଣ୍ଡରେ ଜଳିଗଲା ଆଠ ବଖରା ଘର: ଦୁଇ ଗର୍ଭିଣୀ ଗାଈ ଜୀବନ୍ତ ଦଗ୍ଧ
ଅଗ୍ନିକାଣ୍ଡରେ ଜଳିଗଲା ଆଠ ବଖରା ଘର: ଦୁଇ ଗର୍ଭିଣୀ ଗାଈ ଜୀବନ୍ତ ଦଗ୍ଧ

ଖୋର୍ଦ୍ଧା: ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ନିଧିପୁର ଗ୍ରାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ପରିବାରର ଆଠ ବଖରା ଘର । ଏହି ଅଘଟଣରେ ଗୋଟିଏ ଗର୍ଭିଣୀ ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି ।

ଅଗ୍ନିକାଣ୍ଡରେ ଜଳିଗଲା ଆଠ ବଖରା ଘର, ଗର୍ଭିଣୀ ଗାଈ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିବା ଜଣାପଡ଼ିଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Last Updated :Jul 1, 2020, 10:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.