ETV Bharat / state

ସମ୍ଭାବ୍ୟ ବାତ୍ୟା ପାଇଁ ୫୪ ଟ୍ରେନ ବାତିଲ, ଯାତ୍ରା ପୂର୍ବରୁ ଦେଖନ୍ତୁ ବାତିଲ ତାଳିକା

author img

By ETV Bharat Odisha Team

Published : Dec 2, 2023, 11:03 PM IST

ବାତିଲ ଟ୍ରେନ ମଧ୍ୟରେ ଭୁବନେଶ୍ବରରୁ ଛାଡୁଥିବା ୧୨ଟି ଟ୍ରେନ ରହିଛି । ଏହା ବ୍ୟତୀତ ଭୁବନେଶ୍ବର, ପୁରୀ, ବିଶାଖାପାଟଣାକୁ ସଂଯୋଗ କରୁଥିବା ୧୨ ଟ୍ରେନ୍ ବାତିଲ କରାଯାଇଛି। ଆସନ୍ତା ୩, ୪ ଓ ୫ ତାରିଖରେ ଯାତ୍ରା କରିବାକୁ ଥିବା ଟ୍ରେନ ବାତିଲ ହୋଇଛି । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟା ପାଇଁ ୫୪ ଟ୍ରେନ ବାତିଲ, ଯାତ୍ରା ପୂର୍ବରୁ ଦେଖନ୍ତୁ ବାତିଲ ତାଳିକା
ସମ୍ଭାବ୍ୟ ବାତ୍ୟା ପାଇଁ ୫୪ ଟ୍ରେନ ବାତିଲ, ଯାତ୍ରା ପୂର୍ବରୁ ଦେଖନ୍ତୁ ବାତିଲ ତାଳିକା

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପାଇଁ ୫୪ ଟ୍ରେନ ବାତିଲ କରିଛି ରେଳବାଇ। ବାତିଲ ଟ୍ରେନ ମଧ୍ୟରେ ଭୁବନେଶ୍ବରରୁ ଛାଡୁଥିବା ୧୨ଟି ଟ୍ରେନ ରହିଛି । ଏହା ବ୍ୟତୀତ ଭୁବନେଶ୍ବର, ପୁରୀ, ବିଶାଖାପାଟଣାକୁ ସଂଯୋଗ କରୁଥିବା ୧୨ ଟ୍ରେନ୍ ବାତିଲ କରାଯାଇଛି। ଆସନ୍ତା ୩, ୪ ଓ ୫ ତାରିଖରେ ଯାତ୍ରା କରିବାକୁ ଥିବା ଟ୍ରେନ ବାତିଲ ହୋଇଛି । ଫଳରେ ଆଗାମୀ 3 ଦିନ ଯାତ୍ରା କରିବାକୁ ଥିବା ରେଳ ଯାତ୍ରୀ ମାନେ ୟାତ୍ରା ପୂର୍ବରୁ ବାତିଲ ଟ୍ରେନ ତାଳିକା ଦେଖିବାକୁ ପରାମର୍ଶ ଦେଇଛି ରେଳବାଇ ।

ସମ୍ଭାବ୍ୟ ବାତ୍ୟା ପାଇଁ ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଲା

ଅଧିକ ପଢନ୍ତୁ- ଆସନ୍ତା ଦୁଇ ଦିନ ପାଇଁ 36 ଟ୍ରେନ ବାତିଲ, 3ଟି ଟ୍ରେନର ଗତିପଥ ପରିବର୍ତ୍ତନ

1. 03357 ବାରୁନି-କୋଏମ୍ବାଟୁର ଏକ୍ସପ୍ରେସ।

2. 03358 କୋଏମ୍ବାଟୁର-ବାରୁନି ଏକ୍ସପ୍ରେସ।

3. 12245 ୩ ତାରିଖ ରେ ହାୱଡା-ଏସ ଏମ ଭି ବି ଏକ୍ସପ୍ରେସ।

4. 12246 ଏସଏ ଭିବି- ହାୱଡା ଏକ୍ସପ୍ରେସ।

5. 12510 ଗୁଆହାଟି- ଏସଏମଭିବି ଏକ୍ସପ୍ରେସ।

6. 12509 ଏସଏମଭିବି- ଗୁୱାହାଟି ଏକ୍ସପ୍ରେସ।

7. 12659 ନାଗେରକୋଏଲ- ଶାଲିମାର ଏକ୍ସପ୍ରେସ।

8. 12660 ଶାଲିମାର-ନାଗରକୋଏଲ୍ ଏକ୍ସପ୍ରେସ।

9. 12835 ହାଟିଆ- ଏମଏସଭିବି ଏକ୍ସପ୍ରେସ।

10. 12836 ଏସଏମଭିବି- ହଟିଆ ଏକ୍ସପ୍ରେସ।

11. 12839 ହାୱାଡ଼ା-ଚେନ୍ନାଇ ଏକ୍ସପ୍ରେସ।

12. 12840 ଚେନ୍ନାଇ-ହାୱାଡ଼ା ଏକ୍ସପ୍ରେସ।

13. 12841 ଶାଲିମାର- ଚେନ୍ନାଇ କରୋମଣ୍ଡଲ ଏକ୍ସପ୍ରେସ।

14. 12842 ଚେନ୍ନାଇ-ଶାଲିମାର କରୋମଣ୍ଡଲ ଏକ୍ସପ୍ରେସ।

15. 12845 ଭୁବନେଶ୍ବର- ଏମଏମଭିବି ଏକ୍ସପ୍ରେସ।

16. 12846 SMVB- ଭୁବନେଶ୍ବର ଏକ୍ସପ୍ରେସ।

17. 12863 ହାୱଡା-SMVB ଏକ୍ସପ୍ରେସ।

18. 12864 SMVB- ହାୱଡା ଏକ୍ସପ୍ରେସେ।

19. 12867 ହାୱଡା - ପଣ୍ଡିଚେରୀ ଏକ୍ସପ୍ରେସ।

20. 12868 ପୁଡୁଚେରୀ-ହାୱଡ଼ା ଏକ୍ସପ୍ରେସ।

21. 13351 ଧନବାଦ-ଆଲେପି ଏକ୍ସପ୍ରେସ।

22. 13352 ଆଲେପି-ଧନବାଦ ଏକ୍ସପ୍ରେସ।

23. 15228 ମୁଜାଫରପୁର- SMVB ଏକ୍ସପ୍ରେସ।

24. 15227 SMVB- ମୁଜାଫରପୁର ଏକ୍ସପ୍ରେସ।

25. 15629 ତମ୍ବରମ-ସିଲଘାଟ ଟାଉନ ଏକ୍ସପ୍ରେସ।

26. 15630 ସିଲଘାଟ ଟାଉନ-ତମ୍ବରମ ଏକ୍ସପ୍ରେସ।

27. 17488 ବିଶାଖାପାଟନମ ତିରୁମାଲା ଏକ୍ସପ୍ରେସ।

28. 17487 କାଦପା-ବିଶାଖାପାଟନମ ତିରୁମାଲା ଏକ୍ସପ୍ରେସ।

29. 18189 ଟାଟାନଗର-ଏର୍ନାକୁଲମ ଏକ୍ସପ୍ରେସ।

30. 18190 ଏର୍ନାକୁଲମ-ଟାଟାନଗର ଏକ୍ସପ୍ରେସ।

31. 18637 ହାଟିଆ- SMVB ଏକ୍ସପ୍ରେସ।

32. 18638 SMVB- ହାଟିଆ ଏକ୍ସପ୍ରେସ।

33. 22504 ଦିବ୍ରୁଗଡ - କନ୍ୟାକୁମାରୀ ବିବେକ ଏକ୍ସପ୍ରେସ।

34. 22503 କନ୍ୟାକୁମାରୀ-ଡିବ୍ରୁଗର ବିବେକ ଏକ୍ସପ୍ରେସ।

35. 22604 ଭିଲୁପୁରମ-ଖଡଗପୁର ଏକ୍ସପ୍ରେସ।

36. 22603 ଖଡଗପୁର-ଭିଲୁପୁରମ ଏକ୍ସପ୍ରେସ।

37. 22643 ଏର୍ନାକୁଲମ-ପାଟନା ଏକ୍ସପ୍ରେସ।

38. 22644 ପାଟନା-ଏର୍ନାକୁଲମ ଏକ୍ସପ୍ରେସ।

39. 22708 ତିରୁପତି-ବିଶାଖାପାଟନମ୍ ଏକ୍ସପ୍ରେସ।

40. 22707 ବିଶାଖାପାଟନମ-ତିରୁପତି ଏକ୍ସପ୍ରେସ।

41. 22837 ହାଟିଆ-ଏର୍ନାକୁଲମ ଏକ୍ସପ୍ରେସ।

42. 22838 ଏର୍ନାକୁଲମ-ହାଟିଆ ଏକ୍ସପ୍ରେସ।

43. 22841 ସାନ୍ତ୍ରାଗାଚି-ଟାମ୍ବ୍ରାମ ଏକ୍ସପ୍ରେସ।

44. 22842 ଟାମ୍ବ୍ରାମ-ସାନ୍ତ୍ରାଗାଚି ଏକ୍ସପ୍ରେସ।

45. 22855 ସାନ୍ତ୍ରାଗାଚି-ତିରୁପତି ଏକ୍ସପ୍ରେସ।

46. 22856 ତିରୁପତି-ସାନ୍ତ୍ରାଗାଚି ଏକ୍ସପ୍ରେସ।

47. 22859 ପୁରୀ-ଚେନ୍ନାଇ ଏକ୍ସପ୍ରେସ।

48. 22860 ଚେନ୍ନାଇ-ପୁରୀ ଏକ୍ସପ୍ରେସ।

49. 22863 ହାୱଡା-SMVB ଏକ୍ସପ୍ରେସ।

50. 22864 SMVB- ହାୱଡା ଏକ୍ସପ୍ରେସ।

51. 22869 ବିଶାଖାପାଟନମ-ଚେନ୍ନାଇ ଏକ୍ସପ୍ରେସ।

52. 22870 ଚେନ୍ନାଇ-ବିଶାଖାପାଟନମ ଏକ୍ସପ୍ରେସ।

53. 22871 ଭୁବନେଶ୍ବର-ତିରୁପତି ଏକ୍ସପ୍ରେସ।

54. 22872 ତିରୁପତି-ଭୁବନେଶ୍ବର ଏକ୍ସପ୍ରେସ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.